ବ୍ୟକ୍ତିଗତ ସୂଚନା

ନିଜର ନାମ ଏବଂ ଫଟୋ ଭଳି Google ସେବାଗୁଡ଼ିକରେ ଆପଣ ବ୍ୟବହାର କରୁଥିବା ସୂଚନାକୁ ଏଡିଟ୍ କରିବା ସକାଶେ, ନିଜର ଆକାଉଣ୍ଟରେ ସାଇନ୍ ଇନ୍ କରନ୍ତୁ। Google ସେବା ମାଧ୍ୟମରେ ଆପଣ ଅନ୍ୟମାନଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ କେଉଁ ବ୍ୟକ୍ତିଗତ ସୂଚନାକୁ ଆପଣ ପ୍ରଦର୍ଶନ କରିବାକୁ ଚାହାନ୍ତି, ତାହା ମଧ୍ୟ ଚୟନ କରିପାରିବେ।